ಅರ್ಥ : ମଣିପୁରରେ କୁହାଯାଉଥିବା ଭାଷା
ಉದಾಹರಣೆ :
ସେମାନେ ଦୁଇ ଜଣ ମଣିପୁରୀରେ କଥା ହେଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମଣିପୁରରେ ରହିବା ବ୍ୟକ୍ତି
ಉದಾಹರಣೆ :
କାଲି କଲେଜକୁ ମଣିପୁରୀ ଡାକ୍ତରମାନଙ୍କର ଏକ ଦଳ ଆସିବାର ଅଛି
ಅರ್ಥ : ମଣିପୁର ସମ୍ବନ୍ଧିତ
ಉದಾಹರಣೆ :
ଆମେ ମଣିପୁରୀ ନୃତ୍ୟ ଦେଖିବାକୁ ଯାଇଥିଲୁ
ಇತರ ಭಾಷೆಗಳಿಗೆ ಅನುವಾದ :
मणिपुर का या वहाँ के निवासी, भाषा, संस्कृति इत्यादि से संबंधित।
हम लोग मणिपुरी नृत्य देखने गए थे।ಅರ್ಥ : ମଣିପୁରୀ ଭାଷାରେ ରଚିତ
ಉದಾಹರಣೆ :
ତୁମେ କଣ ମୋତେ ମଣିପୁରୀ ସାହିତ୍ୟ ବିଷୟରେ କିଛି ଜ୍ଞାନ ଦେଇପାରିବ?