ಅರ್ಥ : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
ಉದಾಹರಣೆ :
ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
ಸಮಾನಾರ್ಥಕ : ଥଟ୍ଟା କରିବା, ପରିହାସ କରିବା, ବିନୋଦ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।ಅರ್ಥ : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା
ಉದಾಹರಣೆ :
ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା
ಸಮಾನಾರ್ಥಕ : ଆମୋଦ ପ୍ରମୋଦ କରିବା, ମଉଜମସ୍ତି ହେବା, ମନୋରଞ୍ଜନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :