ಅರ್ಥ : କାନ୍ତି ମଳିନ ପଡ଼ିଯିବା
ಉದಾಹರಣೆ :
ଖରାପ ଖବର ଶୁଣି ତା ଚେହେରା ମଉଳିଗଲା
ಸಮಾನಾರ್ಥಕ : ଝାଉଁଳି ଯିବା, ମ୍ଳାନ ପଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
कांति का मलिन पड़ना।
बुरी ख़बर सुन कर उसका चेहरा मुरझा गया।ಅರ್ಥ : ଛୋଟ ଗଛଗୁଡ଼ିକର ସବୁଜିମା ଚାଲିଯିବା
ಉದಾಹರಣೆ :
ଝାଞ୍ଜି ହେତୁ କିଛି ଛୋଟ ଗଛ ମଉଳି ଗଲା
ಸಮಾನಾರ್ಥಕ : ଝାଉଁଳିଯିବା, ଶୁଖିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Wither, as with a loss of moisture.
The fruit dried and shriveled.