ಅರ್ಥ : ଏଭଳି ଜିନିଷ ଯାହା ବିଲକୁଲ ରଦ୍ଦି ହୋଇଗଲାଣି
ಉದಾಹರಣೆ :
ସେ ଆଜି ନିଜ କୋଠରୀର ଅଳିଆ ସଫାକରିବାରେ ବ୍ୟସ୍ତ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी चीज़ जो बिलकुल रद्दी मान ली गई हो।
वह आज अपने कमरे से कूड़ा करकट हटाने में व्यस्त है।Any materials unused and rejected as worthless or unwanted.
They collect the waste once a week.ಅರ್ಥ : ଜମି ଉପରେ ପଡ଼ିଥିବା ଧୂଳି ଏବଂ ଭଙ୍ଗାରୁଜା ଜିନିଷକୁ ଝାଡ଼ୁଆଦିରେ ସଫାକରି ବାହାର କରାଯାଏ
ಉದಾಹರಣೆ :
ଆବର୍ଜନା ବସ୍ତୁକୁ ଡଷ୍ଟବିନ୍ରେ ହିଁ ପକାଇବା ଉଚିତ
ಸಮಾನಾರ್ಥಕ : ଆବର୍ଜନା ବସ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
ज़मीन पर पड़ी हुई धूल और टूटी-फूटी चीज़ें जो झाड़ू आदि से साफ़ करने पर निकलते हैं।
कूड़े को कूड़ेदान में ही डालना चहिए।ಅರ್ಥ : ଶରୀରରୁ ନିର୍ଗତ ହେଉଥିବା ମଇଳା
ಉದಾಹರಣೆ :
ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
ಇತರ ಭಾಷೆಗಳಿಗೆ ಅನುವಾದ :
Waste matter (as urine or sweat but especially feces) discharged from the body.
body waste, excrement, excreta, excretion, excretory productಅರ್ಥ : ଯେଉଁ ପଦାର୍ଥକୁ ଅନୁପଯୁକ୍ତ ଭାବି ଫୋପାଡ଼ି ଦିଆଯାଏ
ಉದಾಹರಣೆ :
କାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ପ୍ରଦୂଷିତ କରିଥାଏ
ಸಮಾನಾರ್ಥಕ : ଆବର୍ଜନା, ବର୍ଜ୍ୟବସ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
वह पदार्थ जिसे अनुपयोगी समझकर फेंक दिया जाता है।
कारखानों के अपशेष नदियों आदि के जल को प्रदूषित करते हैं।Any materials unused and rejected as worthless or unwanted.
They collect the waste once a week.ಅರ್ಥ : କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
ಉದಾಹರಣೆ :
ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
ಸಮಾನಾರ್ಥಕ : ଅସନା
ಇತರ ಭಾಷೆಗಳಿಗೆ ಅನುವಾದ :
Fine powdery material such as dry earth or pollen that can be blown about in the air.
The furniture was covered with dust.ಅರ್ಥ : ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ಉದಾಹರಣೆ :
ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ ତାର ମନ ମଇଳା
ಸಮಾನಾರ್ಥಕ : ଦୂଷିତ
ಇತರ ಭಾಷೆಗಳಿಗೆ ಅನುವಾದ :
जो स्वच्छ न हो या जिस पर मैल, धूल आदि हों।
पाठशाला में मैले कपड़े पहनकर नहीं आना चाहिए।Soiled or likely to soil with dirt or grime.
Dirty unswept sidewalks.