ಅರ್ಥ : ଅନିଷ୍ଟ ବା ହାନି ଆଶଙ୍କାରେ ଆକୁଳ ହେବା
ಉದಾಹರಣೆ :
ପରୀକ୍ଷାରେ ଅସଫଳ ହେବା ଚିନ୍ତାକରି ମୁଁ ଡରି ଯାଇଥିଲି
ಇತರ ಭಾಷೆಗಳಿಗೆ ಅನುವಾದ :
Be afraid or feel anxious or apprehensive about a possible or probable situation or event.
I fear she might get aggressive.ಅರ್ಥ : ଡରି ଯିବା
ಉದಾಹರಣೆ :
ଭୂତ କାହାଣୀ ଶୁଣି ସେ ଡରିଗଲା
ಸಮಾನಾರ್ಥಕ : ଡରିବା, ଡରିଯିବା, ଶଙ୍କା ପଶିବା, ଶଙ୍କିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କଥା ବା ଘଟଣାଆଦିକୁ ଡରିବା
ಉದಾಹರಣೆ :
ଗାଁରେ ନରଭକ୍ଷୀ ବାଘ ଆସିବାର ଖବର ଶୁଣି ସବୁଲୋକ ଆତଙ୍କିତ ହୋଇଗଲେ
ಸಮಾನಾರ್ಥಕ : ଆତଙ୍କିତ ହେବା, ଡରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी बात या घटना आदि से डरना या घबड़ा जाना।
गाँव में नरभक्षी शेर के आने की ख़बर सुनकर सभी लोग आतंकित हो गए हैं।Be overcome by a sudden fear.
The students panicked when told that final exams were less than a week away.