ಅರ್ಥ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
ಉದಾಹರಣೆ :
ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
ಇತರ ಭಾಷೆಗಳಿಗೆ ಅನುವಾದ :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightಅರ್ಥ : ଯାହାଦ୍ୱାରା ଆତଙ୍କ ବା ଭୟ ସୃଷ୍ଟି ହୁଏ
ಉದಾಹರಣೆ :
ଆମେ ସହରରେ ବ୍ୟାପିଥିବା ଆତଙ୍କଠାରୁ ଦୂରରେ ରହିବାକୁ ହେବ
ಸಮಾನಾರ್ಥಕ : ଆତଙ୍କ
ಇತರ ಭಾಷೆಗಳಿಗೆ ಅನುವಾದ :
जिससे दहशत पैदा हो या जिससे डर लगे।
हमें शहर में फैले हुए दहशत-अंगेज़ों से बच कर रहना होगा।ಅರ್ಥ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
ಉದಾಹರಣೆ :
କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
ಸಮಾನಾರ್ಥಕ : ଆଶଙ୍କା, ଡର, ଶଙ୍କା, ସଂଶୟ
ಇತರ ಭಾಷೆಗಳಿಗೆ ಅನುವಾದ :
Fearful expectation or anticipation.
The student looked around the examination room with apprehension.ಅರ್ಥ : ସଙ୍କଟର ଉଦେଶ୍ୟ ବା କାରଣ
ಉದಾಹರಣೆ :
ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦ୍ରୋଣାଚାର୍ଜ୍ୟଙ୍କର ଜଣେ ପୁତ୍ର
ಉದಾಹರಣೆ :
ଅଭିମତିଙ୍କ ଗର୍ଭରୁ ଭୟ ଜନ୍ମ ନେଇଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ବହୁତ କଠୋର ବ୍ୟବହାର, ଅତ୍ୟାଚାର, ପ୍ରକୋପଆଦି କାରଣରୁ ଲୋକଙ୍କ ମନରେ ଉତ୍ପନ୍ନ ହେଉଥିବା ଭୟ
ಉದಾಹರಣೆ :
କାଶ୍ମୀରରେ ଉଗ୍ରବାଦୀମାନଙ୍କର ଆତଙ୍କ ବ୍ୟାପ୍ତ ହୋଇଛି
ಸಮಾನಾರ್ಥಕ : ଆତଙ୍କ
ಇತರ ಭಾಷೆಗಳಿಗೆ ಅನುವಾದ :