ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଭରିବା ବା ରଖିବାର ପାରିଶ୍ରମିକ
ಉದಾಹರಣೆ : ମୁଁ ଠିକାଦାର ନିକଟରେ ଭରିବାର ଭଡ଼ା ଦବାକୁ ଯାଉଛି
ಸಮಾನಾರ್ಥಕ : ଠିକାମଜୁରି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
धरने या रखने का पारिश्रमिक।
Something that remunerates.
ಅರ್ಥ : କୌଣସି ଜିନିଷ କାମରେ ଲଗେଇବା ବଦଳରେ ତାର ମାଲିକକୁ ଯେଉଁ ଦାମ ଦିଆଯାଏ
ಉದಾಹರಣೆ : ସେ ଏହି ଘରପାଇଁ ଏକ ହଜାର ଟଙ୍କା ଭଡ଼ା ନିଅନ୍ତି
ಸಮಾನಾರ್ಥಕ : ମହାସୁଲ
वह दाम जो दूसरे की कोई वस्तु काम में लाने के बदले में उसके मालिक को दिया जाए।
A fixed charge for a privilege or for professional services.
ಅರ್ಥ : କୌଣସି ବସ୍ତୁ, ଲୋକ ଆଦିଙ୍କୁ ଧାର ସୂତ୍ରରେ ନେବାର କ୍ରିୟା
ಉದಾಹರಣೆ : ମୁଁ ରହିବା ଲାଗି ଗୋଟିଏ ଘର ଭଡ଼ାରେ ନେଲି
* किसी वस्तु, व्यक्ति आदि को किराए पर लेने की क्रिया।
The act of hiring something or someone.
ಸ್ಥಾಪನೆ