ಅರ್ಥ : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା
ಉದಾಹರಣೆ :
ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ
ಸಮಾನಾರ್ಥಕ : ଭ୍ରମ, ଭ୍ରାନ୍ତ ଧାରଣା
ಇತರ ಭಾಷೆಗಳಿಗೆ ಅನುವಾದ :
An understanding of something that is not correct.
He wasn't going to admit his mistake.ಅರ್ಥ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
ಉದಾಹರಣೆ :
ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
ಸಮಾನಾರ್ಥಕ : ଧୋକା, ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ମିଥ୍ୟାଜ୍ଞାନ
ಇತರ ಭಾಷೆಗಳಿಗೆ ಅನುವಾದ :