ಅರ್ಥ : ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
ಉದಾಹರಣೆ :
ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭ୍ରଷ୍ଟାଚାର ଯୋଗ୍ୟ
ಉದಾಹರಣೆ :
ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
ಸಮಾನಾರ್ಥಕ : ବ୍ୟଭିଚାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Capable of being corrupted.
Corruptible judges.ಅರ್ಥ : ଖରାପ ବା ନିନ୍ଦନୀୟ ଚରିତ୍ରର
ಉದಾಹರಣೆ :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
ಸಮಾನಾರ್ಥಕ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
Unrestrained by convention or morality.
Congreve draws a debauched aristocratic society.ಅರ್ಥ : ଭ୍ରଷ୍ଟାଚାର ସମ୍ବନ୍ଧୀୟ
ಉದಾಹರಣೆ :
ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
ಇತರ ಭಾಷೆಗಳಿಗೆ ಅನುವಾದ :