ಅರ್ಥ : ଏକ ପ୍ରକାର ଛୋଟଗଛର ପତଳା ଓ ଲମ୍ବା ଫଳ ଯାହାକୁ ତରକାରୀ କରିଯାଏ
ಉದಾಹರಣೆ :
ଚାଷୀ ବିଲରେ ଭେଣ୍ଡିରେ ପାଣି ମଡ଼ାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
Tall coarse annual of Old World tropics widely cultivated in southern United States and West Indies for its long mucilaginous green pods used as basis for soups and stews. Sometimes placed in genus Hibiscus.
abelmoschus esculentus, gumbo, hibiscus esculentus, lady's-finger, okra, okra plantಅರ್ಥ : ତରକାରି ହେଉଥିବା ଏକ ଗଛର ଫଳ
ಉದಾಹರಣೆ :
ଚିକିତ୍ସାଶାସ୍ତ୍ର ଅନୁସାରେ ଭେଣ୍ଡି ଉଷ୍ଣ, ସ୍ୱାଦିଷ୍ଟ ଏବଂ ରୁଚିକାରକ
ಇತರ ಭಾಷೆಗಳಿಗೆ ಅನುವಾದ :
Long green edible beaked pods of the okra plant.
okra