ಅರ್ಥ : ଯେଉଁ ଋଷିଙ୍କୁ ଦାନବଙ୍କର ଗୁରୁ ବୋଲି ବିଚାର କରାଯାଏ
ಉದಾಹರಣೆ :
ରାକ୍ଷସମାନଙ୍କର ଉତ୍ଥାନ ନିମନ୍ତେ ଶୁକ୍ରାଚାର୍ଯ୍ୟ ସବୁବେଳେ ପ୍ରଯତ୍ନରତ ଥିଲେ
ಸಮಾನಾರ್ಥಕ : ଅସୁରାଚାର୍ଯ୍ୟ, ଦୈତ୍ୟଗୁରୁ, ଶୁକ୍ର, ଶୁକ୍ରାଚାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
एक ऋषि जो दानवों के गुरु माने जाते हैं।
शुक्राचार्य राक्षसों का उत्थान करने के लिए सदा प्रयत्नरत रहते थे।An imaginary being of myth or fable.
mythical beingಅರ್ಥ : ଜମଦଗ୍ନି ଋଷିଙ୍କ ଜଣେ ପୁତ୍ର ଯାହାଙ୍କୁ ଈଶ୍ୱରଙ୍କ ଷଷ୍ଠ ଅବତାର ବୋଲି ଗ୍ରହଣ କରାଯାଏ
ಉದಾಹರಣೆ :
ପରଶୁରାମ ଏକୋଇଶ ଥର କ୍ଷତ୍ରିୟମାନଙ୍କୁ ନାଶ କରିଥିଲେ
ಸಮಾನಾರ್ಥಕ : ପରଶୁରାମ, ଭୃଗୁନନ୍ଦନ
ಇತರ ಭಾಷೆಗಳಿಗೆ ಅನುವಾದ :
An incarnation of Vishnu who rid the earth of Kshatriyas.
parashuramaಅರ್ಥ : ଭୃଗୁବଂଶରେ ଜାତ ପୁରୁଷ
ಉದಾಹರಣೆ :
ଶୁକ୍ରାଚାର୍ଯ୍ୟ, ପରଶୁରାମ ଆଦି ଭାର୍ଗବଙ୍କ ମଧ୍ୟରେ ଗଣାଯାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :