ಅರ್ಥ : ଶରୀରର ଯେଉଁ ସ୍ଥିତିରୁ ଚିତ୍ତର ଭାବ ପ୍ରକଟ ହୁଏ
ಉದಾಹರಣೆ :
ସହଯାତ୍ରୀଙ୍କ ହାବଭାବ ଦେଖି ଆମେ ସତର୍କ ହୋଇଗଲୁ
ಸಮಾನಾರ್ಥಕ : ହାବଭାବ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
ಉದಾಹರಣೆ :
ଏହି କାମ ବିଷୟରେ ତା’ର ଅନୁଭବ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
The accumulation of knowledge or skill that results from direct participation in events or activities.
A man of experience.ಅರ್ಥ : ଯେଉଁଥିରେ ହେବାର କ୍ରିୟା ନିହିତ
ಉದಾಹರಣೆ :
ସୁନ୍ଦରତାରେ ସୁନ୍ଦର ହେବାର ଭାବ ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ
ಉದಾಹರಣೆ :
ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ
ಸಮಾನಾರ್ಥಕ : ଅଭିପ୍ରାୟ, ଅର୍ଥ, ତାତ୍ପର୍ଯ୍ୟ, ମାନେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନାୟିକାର ସ୍ବାଭାବିକ ଚେଷ୍ଟା ଯାହା ସଂଭୋଗ ସମୟରେ ପୁରୁଷକୁ ଆକର୍ଷିତ କରିଥାଏ
ಉದಾಹರಣೆ :
ସାହିତ୍ୟରେ ଏଗାରଟି ଭାବ ଥିବା ଗୃହୀତ
ಇತರ ಭಾಷೆಗಳಿಗೆ ಅನುವಾದ :
संयोग के समय नायिका की स्वाभाविक चेष्टाएँ जो पुरुष को आकर्षित करती हैं।
साहित्य में ग्यारह हाव गिनाए गए हैं।