ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପୁରୁଷଙ୍କ ବାମ ଓ ସ୍ତ୍ରୀଙ୍କ ଡାହାଣପଟେ ଥିବା ଛୋଟ ମାଂସ ପିଣ୍ଡ
ಉದಾಹರಣೆ : ଭାତୁଡ଼ିକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ
ಸಮಾನಾರ್ಥಕ : ଭାତୁଲି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
पुरुष के बाँयी ओर तथा स्त्री के दाँयी ओर का मसा।
ಅರ್ಥ : ଗୋଟିଏ ପ୍ରକାର ଚର୍ମରୋଗ ଯେଉଁଥିରେ ଚମ ଉପରେ କଣ୍ଟା ଭଳି ବାହାରିପଡ଼େ
ಉದಾಹರಣೆ : ତାର ସବୁ ବର୍ଷ ଶୀତଦିନରେ ଭାତୁଡ଼ି ବାହାରିପଡ଼େ
ಸಮಾನಾರ್ಥಕ : ବ୍ରଣ
एक तरह का त्वचा रोग जिसमें त्वचा के ऊपर काँटे जैसे निकल आते हैं।
ಅರ್ಥ : ଶରୀରର କୌଣସି ସ୍ଥାନରେ ବାହାରୁଥିବା କଳା ବା ନାଲିରଙ୍ଗର ମାଂସଳ ଦାନା
ಉದಾಹರಣೆ : ତା ପିଠିରେ ଗୋଟିଏ କଳା ଭାତୁଡ଼ି ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
काले या लाल रंग का उभरा हुआ मांस का वह दाना जो शरीर पर कहीं-कहीं निकलता है।
(pathology) a firm abnormal elevated blemish on the skin. Caused by a virus.
ಸ್ಥಾಪನೆ