ಅರ್ಥ : ପରିଚିତ ଭାବରେ ବା ପରିଚୟର ଆଧାରରେ ନିଜ ଜ୍ଞାନରେ
ಉದಾಹರಣೆ :
ମୁଁ ମହେଶକୁ ଭଲଭାବରେ ଜାଣିଛି
ಇತರ ಭಾಷೆಗಳಿಗೆ ಅನುವಾದ :
* परिचित रूप से या परिचय के आधार पर अपने ज्ञान से।
मैं महेश को अच्छी तरह जानता हूँ।ಅರ್ಥ : ବ୍ୟବସ୍ଥିତ ଭାବରେ
ಉದಾಹರಣೆ :
ଯେକୌଣସି କାମ ଠିକରେ କରିବା ଉଚିତ
ಸಮಾನಾರ್ಥಕ : ଠିକରେ, ବ୍ୟବସ୍ଥାପୂର୍ବକ
ಇತರ ಭಾಷೆಗಳಿಗೆ ಅನುವಾದ :
In a systematic or consistent manner.
They systematically excluded women.ಅರ್ಥ : ଲାଭପ୍ରଦ ଢଙ୍ଗରେ ବା ଏହିପରି ଯାହାଦ୍ୱାରା ଲାଭ ହେବ
ಉದಾಹರಣೆ :
ମୋର ବ୍ୟବସାୟ ଠିକ୍ଠାକ୍ ଭାବରେ ଚାଲିଛି
ಸಮಾನಾರ್ಥಕ : ଠିକ୍ଠାକ୍ ଭାବରେ, ସୁରୁଖୁରୁରେ
ಇತರ ಭಾಷೆಗಳಿಗೆ ಅನುವಾದ :
In a manner affording benefit or advantage.
She married well.