ಅರ್ಥ : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
ಉದಾಹರಣೆ :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
ಸಮಾನಾರ್ಥಕ : କଲ୍ୟାଣ, ମଙ୍ଗଳ, ଶୁଭ, ହିତ
ಇತರ ಭಾಷೆಗಳಿಗೆ ಅನುವಾದ :
A contented state of being happy and healthy and prosperous.
The town was finally on the upbeat after our recent troubles.ಅರ್ಥ : ଭଲ ହେବ ଯେ
ಉದಾಹರಣೆ :
ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
अच्छा हो कि।
अच्छा हो कि आप घाव धोने के लिए गुनगुने पानी का प्रयोग करें।More readily or willingly.
Clean it well, preferably with warm water.ಅರ್ಥ : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
ಉದಾಹರಣೆ :
ଆଜି ସଚିନ୍ ଭଲ ଖେଳିଲା
ಸಮಾನಾರ್ಥಕ : ବଢ଼ିଆ
ಇತರ ಭಾಷೆಗಳಿಗೆ ಅನುವಾದ :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।ಅರ್ಥ : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
ಉದಾಹರಣೆ :
ଆଜିର ପାଗ ବହୁତ ବଢ଼ିଆ
ಸಮಾನಾರ್ಥಕ : ବଢ଼ିଆ, ମନୋରମ, ସୁନ୍ଦର
ಇತರ ಭಾಷೆಗಳಿಗೆ ಅನುವಾದ :
Having great beauty and splendor.
A glorious spring morning.ಅರ್ಥ : ଯାହାର ସ୍ୱାଦ ଭଲ
ಉದಾಹರಣೆ :
ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା
ಸಮಾನಾರ್ಥಕ : ମଧୁର, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
Extremely pleasing to the sense of taste.
delectable, delicious, luscious, pleasant-tasting, scrumptious, toothsome, yummyಅರ್ಥ : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
ಉದಾಹರಣೆ :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
ಸಮಾನಾರ್ಥಕ : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଶୁଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
Free of extraneous elements of any kind.
Pure air and water.ಅರ್ಥ : ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
ಉದಾಹರಣೆ :
ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
ಸಮಾನಾರ್ಥಕ : ଠିକ୍ ଠାକ୍
ಇತರ ಭಾಷೆಗಳಿಗೆ ಅನುವಾದ :
Being satisfactory or in satisfactory condition.
An all-right movie.ಅರ್ಥ : ଯାହା ଗୁଣବତ୍ତାସହ ଯୁକ୍ତ
ಉದಾಹರಣೆ :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ಸಮಾನಾರ್ಥಕ : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ
ಇತರ ಭಾಷೆಗಳಿಗೆ ಅನುವಾದ :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।ಅರ್ಥ : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
ಉದಾಹರಣೆ :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
ಸಮಾನಾರ್ಥಕ : ବଢ଼ିଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହୁତ ବଢ଼ିଆ
ಉದಾಹರಣೆ :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
ಸಮಾನಾರ್ಥಕ : ଅତିଉତ୍ତମ, ବହୁତ ଭଲ, ବଢ଼ିଆ
ಇತರ ಭಾಷೆಗಳಿಗೆ ಅನುವಾದ :
Very good. Of the highest quality.
Made an excellent speech.ಅರ್ಥ : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ಉದಾಹರಣೆ :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
Having desirable or positive qualities especially those suitable for a thing specified.
Good news from the hospital.ಅರ್ಥ : ଯାହା ଶୁଭ ବା ଭଲ
ಉದಾಹರಣೆ :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
ಸಮಾನಾರ್ಥಕ : ପୁଣ୍ୟ, ମାଙ୍ଗଳିକ, ଶୁଭ
ಇತರ ಭಾಷೆಗಳಿಗೆ ಅನುವಾದ :
Auguring favorable circumstances and good luck.
An auspicious beginning for the campaign.ಅರ್ಥ : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
ಉದಾಹರಣೆ :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
ಸಮಾನಾರ್ಥಕ : ଭଦ୍ର, ସଜ୍ଜନ, ସୁଶୀଳ
ಇತರ ಭಾಷೆಗಳಿಗೆ ಅನುವಾದ :
Having an easygoing and cheerful disposition.
Too good-natured to resent a little criticism.