ಅರ್ಥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
ಉದಾಹರಣೆ :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
ಸಮಾನಾರ್ಥಕ : କଟୂବାଣୀ, ଗାଳି, ଧମକ, ଶୋଧା
ಇತರ ಭಾಷೆಗಳಿಗೆ ಅನುವಾದ :
A severe scolding.
bawling out, castigation, chewing out, dressing down, earful, going-over, upbraidingಅರ್ಥ : କିଛି ଅନୁଚିତ କାର୍ଯ୍ୟ ପାଇଁ ତିରସ୍କାର କରିବାର ପ୍ରକ୍ରିୟା
ಉದಾಹರಣೆ :
ପତିର ଭର୍ତ୍ସନାରେ ଆହତ ପତ୍ନୀ ଆତ୍ମହତ୍ୟା କରିଦେଲାରାଜା ପଳାୟନକାରୀ ସୈନ୍ୟଙ୍କୁ ଭର୍ତ୍ସନା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ନିନ୍ଦା କଲେରାଜା ପଳାୟନକାରୀ ସୈନ୍ୟମାନଙ୍କୁ ତିରସ୍କାର କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
ಸಮಾನಾರ್ಥಕ : କଟୂବାକ୍ୟ, ଗାଳି, ତିରସ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
An act or expression of criticism and censure.
He had to take the rebuke with a smile on his face.