ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
ಉದಾಹರಣೆ : ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
ಸಮಾನಾರ್ಥಕ : ପୂରିବା, ପୋତିହେବା, ସମତଳ ହେବା, ସମାନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
गड्ढे आदि का भरकर आस-पास की सतह के बराबर हो जाना।
Plug with a substance.
ಅರ್ಥ : କୌଣସି ବସ୍ତୁ ଆଦିର ଖାଲି ସ୍ଥାନକୁ କୌଣସି ଅନ୍ୟ ପଦାର୍ଥରୁ ଆଣି ପୂର୍ଣ୍ଣ କରିବା
ಉದಾಹರಣೆ : ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଗଲା
ಸಮಾನಾರ್ಥಕ : ପୂରିବା
किसी वस्तु आदि के खाली स्थान का किसी और पदार्थ के आने से पूर्ण होना।
Become full.
ಸ್ಥಾಪನೆ