ಅರ್ಥ : ଖାଲ ଆଦିକୁ ଭରାଇ ସମତୁଲ କରାଇବା
ಉದಾಹರಣೆ :
ଲାଗୁଛି ମୋତେ ହିଁ ଏହି ଖାଲ ଭରାଇବାକୁ ପଡ଼ିବ
ಸಮಾನಾರ್ಥಕ : ପୂର୍ଣ୍ଣକରାଇବା, ସମତୁଲ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାକୁ ଭରିବା ପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ଗ୍ରନ୍ଥାଳୟର ପୁସ୍ତକ ଠିକ ସମୟରେ ନ ଫେରେଇବାରୁ ଗ୍ରନ୍ଥାକାରିକ ପଚାଶ ଟଙ୍କା ଜୋରିମାନା ଭରାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Bear (a cost or penalty), in recompense for some action.
You'll pay for this!.