ಅರ್ಥ : କାହାର ଭରଣପୋଷଣପାଇଁ ଦିଆଯାଉଥିବା ଧନ
ಉದಾಹರಣೆ :
ସରକାର ବିଧବା ଓ ବୃଦ୍ଧଲୋକମାନଙ୍କ ଜୀବନଯାପନ ପାଇଁ ଭତ୍ତା ଦେଉଛନ୍ତି
ಸಮಾನಾರ್ಥಕ : ଅନୁକମ୍ପାରାଶି
ಇತರ ಭಾಷೆಗಳಿಗೆ ಅನುವಾದ :
A sum of money allotted on a regular basis. Usually for some specific purpose.
stipendಅರ್ಥ : ଯେଉଁ ମାସିକ ବା ବାର୍ଷିକ ବୃତ୍ତି କୌଣସି ବ୍ୟକ୍ତିଙ୍କ ପୂର୍ବର ସେବା ବଦଳରେ ତାଙ୍କୁ ବା ତାଙ୍କ ପରିବାରର ଲୋକଙ୍କୁ ମିଳେ
ಉದಾಹರಣೆ :
ତାଙ୍କୁ ମାସକୁ ଦଶ ହଜାର ଟଙ୍କା ପେନ୍ସନ୍ ମିଳୁଛି
ಸಮಾನಾರ್ಥಕ : ପେନ୍ସନ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह मासिक अथवा वार्षिक वृत्ति जो किसी को उसकी पिछली या बहुत दिनों की सेवाओं के बदले में उसे या उसके परिवार के लोगों को मिलती है।
उन्हें दस हज़ार रुपए पेन्शन मिलती है।A regular payment to a person that is intended to allow them to subsist without working.
pensionಅರ್ಥ : କୌଣସି କର୍ମଚାରୀଙ୍କୁ ଯାତ୍ରା ଆଦି ସମୟରେ ବା କୌଣସି ଅତିରିକ୍ତ କାର୍ଯ୍ୟ କରିବାପାଇଁ ଯେଉଁ ଦୈନିକ ବା ମାସିକ ଖର୍ଚ୍ଚ ମିଳେ
ಉದಾಹರಣೆ :
ଆପଣଙ୍କୁ କେତେ ଆବାସିକ ଭତ୍ତା ମିଳୁଛି
ಸಮಾನಾರ್ಥಕ : ଏଲାଉନ୍ସ୍
ಇತರ ಭಾಷೆಗಳಿಗೆ ಅನುವಾದ :
An amount allowed or granted (as during a given period).
Travel allowance.