ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାହାକୁ ଦେବତୁଲ୍ୟ ମାନିକରି ତାଙ୍କୁ ଭକ୍ତି କରୁଥିବା ବା ତାଙ୍କୁ ପରମ ମହତ୍ମା ମାନୁଥିବା ବ୍ୟକ୍ତି
ಉದಾಹರಣೆ : ସେ ଗାନ୍ଧିଜୀଙ୍କର ବଡ଼ ଭକ୍ତ
ಸಮಾನಾರ್ಥಕ : ଉପାସକ, ଦାସ, ପୂଜାରୀ, ସେବକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी को देवतुल्य मानकर उसकी भक्ति करनेवाला या उसका परम महत्त्व माननेवाला व्यक्ति।
An ardent follower and admirer.
ಅರ್ಥ : ଯେ ପୂଜା କରେ
ಉದಾಹರಣೆ : ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
ಸಮಾನಾರ್ಥಕ : ଉପାସକ, ପୂଜକ, ପୂଜାରୀ
वह जो पूजा करता हो।
Someone who prays to God.
ಅರ್ಥ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
ಉದಾಹರಣೆ : ସେ ହନୁମାନ ଭକ୍ତ
ಸಮಾನಾರ್ಥಕ : ଉପାସକ, ପୂଜାରୀ, ସେବକ
वह जो ईश्वर या देवता आदि की भक्ति करता है।
One bound by vows to a religion or life of worship or service.
ಅರ್ಥ : ଉପାସନା ବା ପୂଜା କରୁଥିବା ଲୋକ
ಉದಾಹರಣೆ : ଉପାସକର ସବୁ କାମନା ପୂର୍ଣ୍ଣ ହୋଇଗଲା
ಸಮಾನಾರ್ಥಕ : ଆରାଧକ, ଉପାସକ, ପୂଜକ, ପୂଜାରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
उपासना या पूजा करने वाला।
ಸ್ಥಾಪನೆ