ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବ୍ୟାଘାତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବ୍ୟାଘାତ   ବିଶେଷ୍ୟ

ಅರ್ಥ : କୌଣସି କାର୍ଯ୍ୟ କରିବା ସମୟରେ ଆସୁଥିବା ବାଧା

ಉದಾಹರಣೆ : ଏହି କାମରେ କିଛି ବିଘ୍ନ ନଆସୁ ସେଇଥିପାଇଁ ମୁଁ ବିଘ୍ନବିନାଶକଙ୍କୁ ପ୍ରାର୍ଥନା କରୁଛି

ಸಮಾನಾರ್ಥಕ : ବାଧା, ବିଘ୍ନ, ବ୍ୟତିକ୍ରମ


ಇತರ ಭಾಷೆಗಳಿಗೆ ಅನುವಾದ :

किसी कार्य को करते समय बीच में होने वाली कोई आकस्मिक घटना।

कभी-कभी टेलीफोन बहुत कष्टप्रद रुकावट बन जाता है।
खलल, ख़लल, रुकावट, व्यतिक्रम, व्यवधान, व्याघात

Some abrupt occurrence that interrupts an ongoing activity.

The telephone is an annoying interruption.
There was a break in the action when a player was hurt.
break, interruption

ಅರ್ಥ : କାବ୍ୟରେ ଗୋଟିଏ ପ୍ରକାର ଅର୍ଥାଳଙ୍କାର

ಉದಾಹರಣೆ : ବ୍ୟାଘାତରେ ଗୋଟିଏ ଉପାୟଦ୍ୱାରା ଅବା ଗୋଟିଏ ମାତ୍ର ସାଧନ ଦ୍ୱାରା ଦୁଇଟି ବିରୋଧି କାର୍ଯ୍ୟ ଘଟିବା ବର୍ଣ୍ଣିତ ହୋଇଥାଏ


ಇತರ ಭಾಷೆಗಳಿಗೆ ಅನುವಾದ :

काव्य में एक प्रकार का अर्थालंकार।

व्याघात में एक ही उपाय के द्वारा अथवा एक ही साधन के द्वारा दो विरोधी कार्यों के होने का वर्णन होता है।
व्याघात

ಅರ್ಥ : ନିଜ ସହଯୋଗୀ ଶ୍ରମଜୀବୀମାନଙ୍କୁ କାମରୁ ନିବୃତ୍ତ କରିବା ପ୍ରକ୍ରିୟା

ಉದಾಹರಣೆ : ଜଣେ ଶ୍ରମିକ ନେତାଙ୍କ ପ୍ରତିରୋଧ କାରଣରୁ ଆଜି କାର୍ଯ୍ୟାଳୟରେ କାମ ହେଲାନାହିଁ

ಸಮಾನಾರ್ಥಕ : ପ୍ରତିରୋଧ, ବାଧା, ବିରୋଧ


ಇತರ ಭಾಷೆಗಳಿಗೆ ಅನುವಾದ :

अपने सहयोगी श्रमजीवियों को काम करने से रोकने की क्रिया।

एक श्रमिक नेता के समावरोधन के कारण आज कार्यालय में काम नहीं हुआ।
समावरोधन

ಅರ್ಥ : କାହାରି ଅଧିକାର ବା ସ୍ୱତ୍ୱ ଉପରେ ହୋଇଥିବା ଆଘାତ ବା ତାହା ଉପରେ ପଡ଼ୁଥିବା ବାଧା

ಉದಾಹರಣೆ : ବିପଦରୁ ବଞ୍ଚିବା ପାଇଁ ସେ ଓକିଲର ସାହାଯ୍ୟ ନେଲେ

ಸಮಾನಾರ್ಥಕ : ବିପଦ


ಇತರ ಭಾಷೆಗಳಿಗೆ ಅನುವಾದ :

किसी के अधिकार या स्वत्व पर होनेवाला आघात या उस पर पड़ने वाली बाधा।

व्याघात से बचने के लिए उसने वकील का सहारा लिया।
व्याघात

ಅರ್ಥ : ଜ୍ୟୋତିଷରେ ସତାଇଶ ଯୋଗ ମଧ୍ୟରୁ ତେରତମ ଯୋଗ

ಉದಾಹರಣೆ : ବ୍ୟାଘାତରେ ଶୁଭକାମ କରିବା ବର୍ଜନୀୟ


ಇತರ ಭಾಷೆಗಳಿಗೆ ಅನುವಾದ :

ज्योतिष के सत्ताइस योगों में से तेरहवाँ योग।

व्याघात में शुभ कार्य करना वर्जित है।
व्याघात