ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବ୍ୟର୍ଥ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବ୍ୟର୍ଥ   ବିଶେଷ୍ୟ

ಅರ್ಥ : ଉଦ୍ଦେଶ୍ୟର ଅଭାବ

ಉದಾಹರಣೆ : ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ

ಸಮಾನಾರ್ಥಕ : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିରର୍ଥକ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ

ବ୍ୟର୍ଥ   କ୍ରିୟା ବିଶେଷଣ

ಅರ್ಥ : ବିନା ଉଦ୍ଦେଶ୍ୟରେ

ಉದಾಹರಣೆ : ଶକ୍ତିର ଅଯଥା ବିନିଯୋଗ ବନ୍ଦ ହେବା ଜରୁରୀଅତିଥି ନ ଆସିବାରୁ ମୋର ସବୁ ଖାଦ୍ୟ ବେକାର ହୋଇଗଲା

ಸಮಾನಾರ್ಥಕ : ଅଯଥା, ଅହେତୁକ, ବୃଥା, ବେକାର


ಇತರ ಭಾಷೆಗಳಿಗೆ ಅನುವಾದ :

बिना मतलब के।

ऊर्जा को व्यर्थ खर्च होने से बचाना ज़रूरी है।
मेहमानों के न आने से मेरा सारा खाना व्यर्थ हो गया।
अनेरा, अपार्थ, अविरथा, अहेतु, अहेतुक, फ़जूल, फ़िजूल, फिजूल, बाद-हवाई, बादहवाई, बेकार, यों ही, वृथा, व्यर्थ

In an unproductive manner.

fruitlessly, unproductively, unprofitably

ବ୍ୟର୍ଥ   ବିଶେଷଣ

ಅರ್ಥ : ଯାହା କଲେ ଲାଭ ହୁଏନାହିଁ

ಉದಾಹರಣೆ : ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ

ಸಮಾನಾರ್ಥಕ : ଅକରଣୀୟ, ବେକାର


ಇತರ ಭಾಷೆಗಳಿಗೆ ಅನುವಾದ :

जिसे करने से फायदा न हो।

अकर कर्मों को करना मूर्खता ही होगी।
अकर, फ़जूल, फ़िजूल, बेकार, व्यर्थ

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ಅರ್ಥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ

ಉದಾಹರಣೆ : ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ

ಸಮಾನಾರ್ಥಕ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବେକାର


ಇತರ ಭಾಷೆಗಳಿಗೆ ಅನುವಾದ :

Having no beneficial use or incapable of functioning usefully.

A kitchen full of useless gadgets.
She is useless in an emergency.
useless

ಅರ್ಥ : ଯାହାର କୌଣସି ଫଳ ବା ପରିଣାମ ନାହିଁ

ಉದಾಹರಣೆ : ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି

ಸಮಾನಾರ್ಥಕ : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବିଫଳ


ಇತರ ಭಾಷೆಗಳಿಗೆ ಅನುವಾದ :

जिसका कोई फल या परिणाम न हो।

मैं उसे समझाने का निष्फल प्रयत्न करता रहा।
नए उपग्रह का प्रक्षेपण निष्फल हो गया।
अंबिरथा, अकृतार्थ, अपरिणामी, अफल, अफलित, असफल, असिद्ध, नाकाम, निरर्थक, निष्फल, परिणामरहित, फलरहित, बेकार, बेनतीजा, विफल, व्यर्थ

Not successful. Having failed or having an unfavorable outcome.

unsuccessful