ಅರ್ಥ : କୌଣସି କାମ ଠିକ ଢଙ୍ଗରେ କିମ୍ବା ଉଚିତ ପ୍ରକାରରେ କରିବା ବା ତାକୁ ପୂରା କରିବାପାଇଁ ଆୟୋଜନ କରିବାର କ୍ରିୟା
ಉದಾಹರಣೆ :
ବାହାଘରରେ ଝିଅଘର ବହୁତ ଭଲ ବ୍ୟବସ୍ଥା କରିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
कोई काम ठीक ढंग या उचित प्रकार से करने या उसे पूरा करने के लिए आयोजन करने की क्रिया।
शादी में लड़कीवालों ने बहुत अच्छी व्यवस्था की थी।ಅರ್ಥ : କୌଣସି କାମ ଠିକ ଭାବରେ ସମ୍ପୂର୍ଣ୍ଣ କରିବା ବ୍ୟବସ୍ଥା
ಉದಾಹರಣೆ :
ଶ୍ୟାମ ଧର୍ମାନୁଷ୍ଠାନର ସମ୍ପୂର୍ଣ୍ଣ ଯୋଗାଡ଼ କରିଛି
ಸಮಾನಾರ್ಥಕ : ଆୟୋଜନ, ପ୍ରବନ୍ଧ, ବନ୍ଦୋବସ୍ତ, ଯୋଗାଡ଼
ಇತರ ಭಾಷೆಗಳಿಗೆ ಅನುವಾದ :
The act of managing something.
He was given overall management of the program.ಅರ್ಥ : ସ୍ୱତନ୍ତ୍ର କିନ୍ତୁ ପରସ୍ପର ସହ ଯୋଡ଼ିହୋଇଥିବା ତତ୍ତ୍ୱର ଯେଉଁ ସମୂହଦ୍ୱାରା ଏକ ଏକକର ନିର୍ମାଣ ହୋଇଥାଏ
ಉದಾಹರಣೆ :
ଆରକ୍ଷଣଦ୍ୱାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥାଏ
ಸಮಾನಾರ್ಥಕ : ତନ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ಉದಾಹರಣೆ :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.ಅರ್ಥ : ଶାସ୍ତ୍ରଆଦିଦ୍ୱାରା ନିର୍ଦ୍ଧାରିତ ହେଉଥିବା କାମର ବିଧାନ
ಉದಾಹರಣೆ :
ବୈଦିକ ଯୁଗରେ କାମର ଆଧାରରେ ଚାରି ବର୍ଣ୍ଣର ବ୍ୟବସ୍ଥା ନିର୍ଦ୍ଧାରିତ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम का वह विधान जो शास्त्रों आदि के द्वारा निर्धारित हुआ हो।
वैदिक युग में चारों वर्णों की व्यवस्था का निर्धारण काम के आधार पर किया गया था।An organized structure for arranging or classifying.
He changed the arrangement of the topics.ಅರ್ಥ : ସମାଜ ଦ୍ୱାରା ନିର୍ଦ୍ଧାରିତ କୌଣସି କାର୍ଯ୍ୟ କରିବାପାଇଁ ଏକ ପ୍ରଚଳିତ ରୀତି
ಉದಾಹರಣೆ :
ଏହି କାର୍ଯ୍ୟଳୟର ବ୍ୟବସ୍ଥା ଏତେ ବେକାର ଯେ କିଛି ବି କାମ ଠିକ୍ ସମୟରେ ହେଉନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :