ಅರ್ಥ : କାହା ବିରୁଦ୍ଧରେ ଅନୁଚିତ ତଥ୍ୟ ଏକତ୍ର କରି ତା ଦ୍ୱାରା ତା ଇଚ୍ଛା ବିରୁଦ୍ଧରେ ନିଜ ମନଇଚ୍ଛା କାମ କରାଇବା କ୍ରିୟା
ಉದಾಹರಣೆ :
ପ୍ରଥମେ ସେ ଝିଅମାନଙ୍କୁ ଫୁସୁଲାଇ ଅଶ୍ଳୀଳ ଫଟୋ ନେଉଥିଲା, ପୁଣି ସେମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के विरुद्ध गलत जानकारी एकत्र करके उससे उसके न चाहते हुए भी अपने मनमाफिक काम कराने की क्रिया।
पहले तो वह लड़कियों को बहलाकर अश्लील फोटो खिंचता था फिर उन्हें ब्लैकमेल करना शुरू करता था।ಅರ್ಥ : କାହା ବିରୁଦ୍ଧରେ ଅନୁଚିତ ତଥ୍ୟ ଏକତ୍ର କରି ତାଠାରୁ ଜବରଦସ୍ତି ପଇସା ଆଦାୟ କରିବା କ୍ରିୟା
ಉದಾಹರಣೆ :
ପୋଲିସ ଜଣେ ଏଭଳି ଅପରାଧୀକୁ ଧରିଲେ ଯେ ଧନୀ ମହିଳାମାନଙ୍କୁ ବ୍ଲାକମେଲ କରି ବହୁତ ପଇସା ଆଦାୟ କରୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी के विरुद्ध गलत जानकारी एकत्र करके उससे जबरदस्ती पैसा वसूलने की क्रिया।
पुलिस ने एक ऐसे अपराधी को पकड़ा जो अमीर महिलाओं को ब्लैकमेल कर काफी रुपया लूटता था।Extortion of money by threats to divulge discrediting information.
blackmail