ಅರ್ಥ : ମଇଦା ବା ଅଟାକୁ ଛାଞ୍ଚରେ ପକାଇ ଭାଟିରେ ସେକି ତିଆରି କରାଯାଉଥିବା ଏକ ଖାଦ୍ୟ ପଦାର୍ଥ
ಉದಾಹರಣೆ :
ବଜାରରେ ବିଭିନ୍ନ ପ୍ରକାରର ପାଉଁରୁଟି ମିଳେ
ಸಮಾನಾರ್ಥಕ : ପାଉଁରୁଟି
ಇತರ ಭಾಷೆಗಳಿಗೆ ಅನುವಾದ :
Food made from dough of flour or meal and usually raised with yeast or baking powder and then baked.
bread, breadstuff, staff of life