ಅರ್ಥ : ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ
ಉದಾಹರಣೆ :
ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ
ಸಮಾನಾರ್ಥಕ : ବଥ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭାତୁଡି ଭଳି ତ୍ବଚା ଉପରେ ହେଉଥିବା ବ୍ରଣ
ಉದಾಹರಣೆ :
ମୋ ବ୍ରଣ ବହୁତ କୁଣ୍ଡାଇ ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଖି ପଲକ ଧାରରେ ହେଉଥିବା ଛୋଟବ୍ରଣ
ಉದಾಹರಣೆ :
ବ୍ରଣ ହେବା କାରଣରୁ ତା ଆଖିରେ ଦରଜ ହେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :