ಅರ್ಥ : କୌଣସି ବିଶିଷ୍ଟ ସ୍ଥାନରେ ଶବ୍ଦଦ୍ୱାରା ବ୍ୟବହୃତ କଥନ ପ୍ରକାର ଯାହାର ବ୍ୟବହାର ବିଶେଷକରି କଥାବାର୍ତ୍ତାରେ ହିଁ ହୁଏ
ಉದಾಹರಣೆ :
ଆମ ଅଞ୍ଚଳର ଉପଭାଷା ସମ୍ବଲପୁରୀ
ಸಮಾನಾರ್ಥಕ : ଉପଭାଷା
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशिष्ट स्थान के शब्दों का बना वह कथन-प्रकार जिसका व्यवहार विशेषकर बात-चीत में ही होता है।
हमारे क्षेत्र की बोली भोजपुरी है।ಅರ್ಥ : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ಉದಾಹರಣೆ :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ಸಮಾನಾರ್ಥಕ : କଥା, ବଚନ, ବାକ୍ୟ, ବାଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
(language) communication by word of mouth.
His speech was garbled.