ಅರ್ಥ : ଶୃଙ୍ଗାର ରସର ହାବମାନଙ୍କ ମଧ୍ୟରୁ ଗୋଟିଏ ଭାବ ଯେଉଁଥିରେ ସଙ୍କେତ ଦେଇ ନିଜ ମନଭାବ ପ୍ରକଟ କରାଯାଏ
ಉದಾಹರಣೆ :
ନାୟିକାର ବୋଧକ ହାବରେ ନାୟକ ମୁଗ୍ଧ ହୋଇଗଲା
ಸಮಾನಾರ್ಥಕ : ବୋଧକ
ಇತರ ಭಾಷೆಗಳಿಗೆ ಅನುವಾದ :
शृंगार रस के हावों में से एक हाव जिसमें संकेत से अपने मन का भाव प्रकट किया जाता है।
नायिका के बोधक पर नायक मुग्ध हो गया।