ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯଅ ଗଛର ଯେଉଁ ଅଂଶକୁ କାଟି ଗୋରୁଙ୍କୁ ଖାଇବାପାଇଁ ଦିଆଯାଇଥାଏ
ಉದಾಹರಣೆ : ସେ ବଳଦକୁ ବୋତା ଖାଇବାକୁ ଦେଉଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ज्वार का पौधा जिसकी कुट्टी काटकर चौपायों को खिलाई जाती है।
ಅರ್ಥ : ଶସ୍ୟ, ଦାନାଆଦିର ଉପର ଚୋପା
ಉದಾಹರಣೆ : ଗାଈ ଚଷୁ ଖାଉଛି
ಸಮಾನಾರ್ಥಕ : ଚଷୁ, ଚୋକଡ଼, ତଷୁ, ଭୁଷି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अनाज, दाने आदि के ऊपर का छिलका।
Material consisting of seed coverings and small pieces of stem or leaves that have been separated from the seeds.
ಅರ್ಥ : ଦାଆରେ କଟାଯାଇଥିବା କୁଟାର ଛୋଟ ଛୋଟ ଖଣ୍ଡ
ಉದಾಹರಣೆ : ବଳଦ ବୋତା ଖାଉଛି
ಸಮಾನಾರ್ಥಕ : ବୋତି
गंडासे आदि से कटे हुए चारे के छोटे-छोटे टुकड़े।
ಸ್ಥಾಪನೆ