ಅರ್ಥ : ଆସକ୍ତ ନହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଅନାସକ୍ତି କାରଣରୁ ଲୋକେ ବୈରାଗ୍ୟ ଅନୁଭବ କରନ୍ତି
ಸಮಾನಾರ್ಥಕ : ଅନାସକ୍ତି, ଆସକ୍ତିହୀନତା, ନିର୍ଲିପ୍ତତା
ಇತರ ಭಾಷೆಗಳಿಗೆ ಅನುವಾದ :
आसक्त न होने की अवस्था या भाव।
अनासक्ति के कारण ही लोग वैराग्य धारण कर लेते हैं।ಅರ್ಥ : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
ಉದಾಹರಣೆ :
ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ
ಸಮಾನಾರ್ಥಕ : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରକ୍ତ, ବିରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।
विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।Freed from enchantment.
disenchanted