ಅರ್ಥ : ଘେରିବାପାଇଁ ପ୍ରବୃତ୍ତ କରିବା ବା ଘେରିବାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଶ୍ୟାମ କଞ୍ଚା କାନ୍ଥଦ୍ୱାରା ବଗିଚା ଘେରାଉଛି
ಸಮಾನಾರ್ಥಕ : ଅବରୋଧ କରାଇବା, ଘେରାଇବା, ବେଢାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
घेरने में प्रवृत्त करना या घेरने का काम किसी और से कराना।
श्याम कच्ची दीवार से बाग घेरवा रहा है।