ಅರ್ಥ : ଯାହା କଲେ ଲାଭ ହୁଏନାହିଁ
ಉದಾಹರಣೆ :
ବେକାର କାମ କରିବା କେବଳ ମୂର୍ଖତା ହିଁ ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
Having no beneficial use or incapable of functioning usefully.
A kitchen full of useless gadgets.ಅರ್ಥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ಉದಾಹರಣೆ :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
ಸಮಾನಾರ್ಥಕ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ନିରର୍ଥକ, ଫାଲତୁ, ବ୍ୟର୍ଥ
ಇತರ ಭಾಷೆಗಳಿಗೆ ಅನುವಾದ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.ಅರ್ಥ : ବିନା କାରଣରେ
ಉದಾಹರಣೆ :
ଅକାରଣ ଚିନ୍ତାକଲେ କି ଲାଭ
ಇತರ ಭಾಷೆಗಳಿಗೆ ಅನುವಾದ :
Having no justifying cause or reason.
A senseless, causeless murder.ಅರ್ಥ : ଯାହା ହାତରେ ଜୀବିକା ନିର୍ବାହ କରିବାପାଇଁ କୌଣସି କାମଧନ୍ଦା ନଥାଏ
ಉದಾಹರಣೆ :
ଆଜିକାଲି ବହୁତ ଯୁବକ ବେକାର ଅଛନ୍ତି
ಸಮಾನಾರ್ಥಕ : ଜୀବିକାହୀନ, ବେରୋଜଗାର
ಇತರ ಭಾಷೆಗಳಿಗೆ ಅನುವಾದ :
जिसके हाथ में जीविका-निर्वाह के लिए कोई काम-धंधा न हो।
आजकल बहुत सारे युवक बेरोज़गार हैं।Not having a job.
Idle carpenters.ಅರ್ಥ : ଯେ କିଛି କାମ କରେ ନାହିଁ
ಉದಾಹರಣೆ :
କର୍ମହୀନ ବ୍ୟକ୍ତିକୁ ସମସ୍ତେ ଗାଳିଦିଅନ୍ତି
ಸಮಾನಾರ್ಥಕ : ଅକର୍ମା, କର୍ମହୀନ, ନିକମା
ಇತರ ಭಾಷೆಗಳಿಗೆ ಅನುವಾದ :
व्यवसाय या उद्यम न करनेवाला।
निकम्मे व्यक्ति को सभी कोसते हैं।