ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ମାତ୍ରାରେ ଅଧିକ
ಉದಾಹರಣೆ : ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି
ಸಮಾನಾರ್ಥಕ : ବହୁତ ବଡ଼, ବିରାଟ, ବିଶାଳ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो मात्रा में अधिक हो।
Large in volume or bulk.
ಅರ್ಥ : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼
ಉದಾಹರಣೆ : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ
ಸಮಾನಾರ್ಥಕ : ଦୀର୍ଘକାୟ, ବିରାଟ, ବିଶାଳ
आकार, मात्रा आदि में जो बहुत बड़ा हो।
So exceedingly large or extensive as to suggest a giant or mammoth.
ಅರ್ಥ : ବହୁତ ବଡ଼ ଆକାରର
ಉದಾಹರಣೆ : ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
ಸಮಾನಾರ್ಥಕ : ପ୍ରକାଣ୍ଡ, ବିରାଟ
बहुत बड़े आकार का।
ಅರ್ಥ : ବହୁତ ବଡ଼
ಉದಾಹರಣೆ : ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
ಸಮಾನಾರ್ಥಕ : ବିପୁଳ, ବିରାଟ, ବିଶାଳ
बहुत बड़ा।
(used informally) very large.
ಸ್ಥಾಪನೆ