ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବୃଷରାଶି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବୃଷରାଶି   ବିଶେଷ୍ୟ

ಅರ್ಥ : ସୌର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ସୂର୍ଯ୍ୟ ବୃଷରାଶିରେ ଥିବାବେଳେ ହୋଇଛି ଏବଂ ଚାନ୍ଦ୍ର ଜ୍ୟୋତିଷାନୁସାରେ ଯେଉଁ ବ୍ୟକ୍ତିର ଜନ୍ମ ଚନ୍ଦ୍ର ବୃଷରାଶିରେ ଥିବାବେଳେ ହୋଇଛି

ಉದಾಹರಣೆ : ବୃଷରାଶିମାନଙ୍କ ପାଇଁ ଏହି ବର୍ଷ ଅତ୍ୟଧିକ ଫଳଦାୟକ

ಸಮಾನಾರ್ಥಕ : ବୃଷଭ, ବୃଷଭରାଶି, ବୃଷରାଶିର


ಇತರ ಭಾಷೆಗಳಿಗೆ ಅನುವಾದ :

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य वृषराशि में हो।

वृषराशिवालों के लिए यह वर्ष अत्यधिक फलदायी है।
वृष राशिवाला, वृषभ राशिवाला, वृषभराशिवाला, वृषराशिवाला

(astrology) a person who is born while the sun is in Taurus.

bull, taurus

ಅರ್ಥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶି ଯେଉଁଥିରେ ଶହେ ଏକାଚାଳିଶ ତାରା ଅଛନ୍ତି ଏବଂ କୃତ୍ତିକାର ଶେଷ ତିନିପାଦ, ସମ୍ପୂର୍ଣ୍ଣ ରୋହିଣୀ, ଏବଂ ମୃଗଶିରାର ପ୍ରଥମ ଦୁଇପାଦ ଅଛନ୍ତି

ಉದಾಹರಣೆ : ବୃଷରାଶିର ଚିହ୍ନ ବଳଦ

ಸಮಾನಾರ್ಥಕ : ବୃଷ, ବୃଷଭ, ବୃଷଭ ରାଶି


ಇತರ ಭಾಷೆಗಳಿಗೆ ಅನುವಾದ :

बारह राशियों में से दूसरी राशि, जिसमें एक सौ इकतालिस तारे हैं एवं कृत्तिका के अंतिम तीन पाद, पूरा रोहिणी और मृगशिरा के पहले दो पाद हैं।

वृष राशि का चिन्ह बैल है।
वृष, वृष राशि, वृषभ, वृषभ राशि

The second sign of the zodiac. The sun is in this sign from about April 20 to May 20.

bull, taurus, taurus the bull