ಅರ್ಥ : କୌଣସି ଜିନିଷ ଏପରିଭାବେ ଲୋକଙ୍କ ଆଗରେ ରଖିବା ଯେପରି ସେମାନେ ତାକୁ ଲୁଟିବେ ବା ଅନ୍ୟମାନଙ୍କୁ ଲୁଟିବାକୁ ଦେବା
ಉದಾಹರಣೆ :
ସେଠ ଧନୀରାମ ତାଙ୍କ ପୁଅ ଜନ୍ମଦିନରେ ପାଣିପରି ଧନ ବୁହାଇଲେ
ಸಮಾನಾರ್ಥಕ : ଖର୍ଚ୍ଚକରିବା, ବ୍ୟୟକରିବା, ଲୁଟେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
कोई चीज़ इस प्रकार लोगों के सामने रखना कि वे उसे लूटें या दूसरों को लूटने देना।
सेठ धनीराम ने अपने बेटे के जन्मदिन पर बहुत सारा धन लुटाया।ಅರ್ಥ : ବୋହିବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ମୁନସୀ ଶ୍ରମିକଙ୍କଦ୍ୱାରା ଇଟା ବୁହାଉଛନ୍ତି
ಸಮಾನಾರ್ಥಕ : ବହନ କରାଇବା, ସ୍ଥାନାନ୍ତରିତ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :