ಅರ್ಥ : ଗୋଟିଏ ସ୍ଥାନରୁ ଅନ୍ୟ ଏକ ଦୂର ସ୍ଥାନକୁ ଯିବାର କ୍ରିୟା
ಉದಾಹರಣೆ :
ସେ ଭ୍ରମଣରେ ଯାଉଛି ତାର ଯାତ୍ରା ସଫଳ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅକାରଣରେ ବୁଲିବା ଓ ଚାଲିବା
ಉದಾಹರಣೆ :
କ୍ରୋଧବଶତଃ ସେ ଗଳିଗଳି ବୁଲୁଥିଲା
ಸಮಾನಾರ್ಥಕ : ଚଲାବୁଲା କରିବା, ବିଚରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦିଗ ପରିବର୍ତ୍ତନ କରିବା
ಉದಾಹರಣೆ :
ସେ ଘରୁ ବିଦ୍ୟାଳୟ ଆଡ଼କୁ ବାହାରିଲା କିନ୍ତୁ ଗାଡ଼ିଆଆଡ଼କୁ ମୋଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
Change orientation or direction, also in the abstract sense.
Turn towards me.ಅರ್ಥ : କୌଣସି ବସ୍ତୁ ପ୍ରଭୃତିର ଚାରି ପାଖରେ ଚକ୍କରମାରିବା
ಉದಾಹರಣೆ :
ସେ ମନ୍ଦିର ପରିକ୍ରମା କରୁଅଛି
ಸಮಾನಾರ್ಥಕ : ଘୁରିବା, ଚକକର ମାରିବା, ପରିକ୍ରମା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु आदि के चारों ओर चक्कर लगाना या गोल घूमना।
वह मंदिर की परिक्रमा कर रहा है।ಅರ್ಥ : କୌଣସି ସ୍ଥାନରେ ଭ୍ରମଣ କରିବା
ಉದಾಹರಣೆ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
ಸಮಾನಾರ್ಥಕ : ପର୍ୟଟନ କରିବା, ବୁଲାବୁଲି କରିବା, ଭ୍ରମଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी स्थान पर घूमना-फिरना।
हमने गोवा भी घूमा है।