ಅರ್ಥ : ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
ಉದಾಹರಣೆ :
ସେ ବଗିଚାରେ ବୁଲାବୁଲି କରୁଅଛି
ಸಮಾನಾರ್ಥಕ : ଟହଲିବା, ବିଚରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
जी बहलाने या व्यायाम, वायु सेवन, स्वास्थ्य सुधार आदि के लिए चलना-फिरना।
वह बाग में टहल रहा है।ಅರ್ಥ : କୌଣସି ସ୍ଥାନରେ ଭ୍ରମଣ କରିବା
ಉದಾಹರಣೆ :
ମୁଁ ଗୋଆ ମଧ୍ୟ ଭ୍ରମଣ କରିଅଛି
ಸಮಾನಾರ್ಥಕ : ପର୍ୟଟନ କରିବା, ବୁଲିବା, ଭ୍ରମଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी स्थान पर घूमना-फिरना।
हमने गोवा भी घूमा है।