ಅರ್ಥ : ଇଆଡୁ ସେଆଡୁ କଥା କହି ଚିନ୍ତିତ ଓ ଦୁଃଖି ବ୍ୟକ୍ତିର ମନକୁ ଭୁଲାଇବା ବା ସାନ୍ତ୍ୱନା ଦେବା
ಉದಾಹರಣೆ :
ଭେଣ୍ଡାପୁଅର ମୃତ୍ୟୁରେ ସେ ସଂତପ୍ତ ପରିବାରକୁ ସହୋଦର ଭଳି ସାନ୍ତ୍ୱନା ଦେଉଥିଲା
ಸಮಾನಾರ್ಥಕ : ସାନ୍ତ୍ୱନା ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
इधर-उधर की बातें करके चिंतित या दुःखी व्यक्ति का मन दूसरी ओर ले जाना या धीरज दिलाना।
जवान बेटे की मौत से संतप्त परिवार को सगे-संबंधी सांत्वना दे रहे थे।ಅರ್ಥ : ବୁଝିବା କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଗଣିତ ପ୍ରଶ୍ନ ମୁଁ ବୁଝାଇ ପାରିଲି ନାହିଁ,ତେବେ ଅନ୍ୟ ଅଧ୍ୟାପକଙ୍କଦ୍ୱାରା ବୁଝାଇଲି
ಸಮಾನಾರ್ಥಕ : ଉପଲବ୍ଧି କରାଇବା, ବିବେଚନା କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କଣ କରିବା ଭଲ ସେ ବିଷୟରେ କାହାରିକୁ ଉପଦେଶ ଦେବା
ಉದಾಹರಣೆ :
ମା ପୁଅକୁ ତାର ଖରାପଗୁଣ ଛାଡ଼ିବାପାଇଁ ବୁଝାଇଲେ
ಸಮಾನಾರ್ಥಕ : ଉପଦେଶ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी को यह बताना कि क्या करना अच्छा है।
माँ ने उसे बहुत समझाया,पर उसने एक न सुनी।ಅರ್ಥ : ଏମିତି କଥା କହିବା ଯାହାକୁ କେହିବି ବୁଝିପାରିବ
ಉದಾಹರಣೆ :
ସେ ପଥଭ୍ରଷ୍ଟ ପିଲାଙ୍କୁ ବୁଝାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
ಉದಾಹರಣೆ :
ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
ಸಮಾನಾರ್ಥಕ : ଆହ୍ଲାଦିତ କରିବା, ପ୍ରବୋଧିତ କରିବା, ବହଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :