ಅರ್ಥ : ଉପରେ ବିସ୍ତାର ହେବା ବା ବ୍ୟାପ୍ତହେବା
ಉದಾಹರಣೆ :
ତେଲବୁନ୍ଦାଗୁଡ଼ିକ ପାଣିଉପରେ ବିସ୍ତାରିତ ହେଉଛି
ಸಮಾನಾರ್ಥಕ : ଖେଳେଇ ହେବା, ପ୍ରସାରିତ ହେବା, ବ୍ୟାପ୍ତହେବା
ಇತರ ಭಾಷೆಗಳಿಗೆ ಅನುವಾದ :
* में या ऊपर फैलना या व्याप्त होना।
तेल की बूँदें जल के ऊपर फैल रहीं हैं।ಅರ್ಥ : ଦୂରତା, ସ୍ଥାନ, ସମୟ ଆଦିର ଅନ୍ତରାଳ ବା ବ୍ୟବଧାନରେ ବିସ୍ତାରହେବା
ಉದಾಹರಣೆ :
ଭାରତ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପିଛି
ಸಮಾನಾರ್ಥಕ : ବିସ୍ତୃତହେବା, ବ୍ୟାପିବା, ବ୍ୟାପ୍ତହେବା
ಇತರ ಭಾಷೆಗಳಿಗೆ ಅನುವಾದ :
* दूरी, जगह, समय आदि का अंतराल या फासले में फैला होना।
भारत काश्मीर से कन्याकुमारी तक फैला हुआ है।ಅರ್ಥ : ଏକ ବିଶେଷ ବିନ୍ଦୁ ପରେ ବା ଦୁଇଟି ବିନ୍ଦୁ ପର୍ଯ୍ୟନ୍ତ ବିସ୍ତାରିତ ହେବା, ଯିବା ବା ବିସ୍ତୃତ ହେବା
ಉದಾಹರಣೆ :
ତା ବୁଦ୍ଧି ବେଶୀଦୂର ପର୍ଯ୍ୟନ୍ତ ଯାଏନାହିଁ
ಸಮಾನಾರ್ಥಕ : ଗମନ କରିବା, ଚାଲିବା, ଦୌଡିବା, ବିସ୍ତୃତ ହେବା, ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
ಉದಾಹರಣೆ :
ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :