ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର ପ୍ରଭାବ ବିଷ ପରି
ಉದಾಹರಣೆ : ତାଙ୍କ ମୃତ୍ୟୁ ବିଷାକ୍ତ ଔଷଧ ସେବନଦ୍ୱାରା ହୋଇଥିଲା
ಸಮಾನಾರ್ಥಕ : ଜହରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसका असर जहर की तरह हो।
Having the qualities or effects of a poison.
ಅರ್ಥ : ଯେଉଁଥିରେ ବିଷ ଅଛି (ଜୀବ)
ಉದಾಹರಣೆ : ଗୋଖର ସାପ ଦଂଶିବାରୁ କୃଷକର ମୃତ୍ୟୁ ହୋଇଗଲା
ಸಮಾನಾರ್ಥಕ : ଗୋଖର, ବିଷଧର, ବିଷଯୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसमें विष हो (जीव)।
ಅರ್ಥ : ବିଷରେ ବୁଡ଼ା ହୋଇଥିବା
ಉದಾಹರಣೆ : ଶିକାରୀ ବିଷାକ୍ତ ବାଣରେ ଶିକାରକୁ ଧରାଶାୟୀ କରିଦେଲା
ಸಮಾನಾರ್ಥಕ : ଜହରିଆ, ବିଷଯୁକ୍ତ
विष में बुझाया हुआ।
ಅರ್ಥ : ଯାହା ବିଷରେ ପରିପୂର୍ଣ୍ଣ
ಉದಾಹರಣೆ : ବିଷାକ୍ତ ଖାଦ୍ୟଖାଇ ଚାରିଜଣ ଲୋକଙ୍କର ମୃତ୍ୟୁ ହେଲା
ಸಮಾನಾರ್ಥಕ : ବିଷମୟ, ବିଷଯୁକ୍ତ
जो विष से भरा हो।
ಸ್ಥಾಪನೆ