ಅರ್ಥ : ଯେଉଁ ଋଷି ଦଶରଥଙ୍କଠାରୁ ରାମ ଓ ଲକ୍ଷଣଙ୍କୁ ମାଗି ନେଇ ବଣକୁ ନେଇ ଯାଇଥିଲେ
ಉದಾಹರಣೆ :
ବିଶ୍ୱାମିତ୍ର ନିଜ ତପୋବଳରେ ତ୍ରିଶଙ୍କୁଙ୍କୁ ସଶରୀରରେ ସ୍ୱର୍ଗକୁ ପଠାଇବାପାଇଁ ଚେଷ୍ଟା କରିଥିଲେ
ಸಮಾನಾರ್ಥಕ : କୌଶିକ, ଗାଧିସୂତ, ଗାଧେୟ
ಇತರ ಭಾಷೆಗಳಿಗೆ ಅನುವಾದ :
A mentor in spiritual and philosophical topics who is renowned for profound wisdom.
sage