ಅರ್ಥ : ଅର୍ଥାଳଙ୍କାରର ଏକ ଭେଦ
ಉದಾಹರಣೆ :
ବିଶେଷରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ବର୍ଣ୍ଣନା କରାଯାଏ
ಸಮಾನಾರ್ಥಕ : ବିଶେଷ ଅର୍ଥାଳଙ୍କାର, ବିଶେଷାର୍ଥାଳଙ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
अर्थालंकार का एक भेद।
विशेष में किसी आश्चर्यजनक बात का वर्णन होता है।ಅರ್ಥ : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
ಉದಾಹರಣೆ :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
ಸಮಾನಾರ್ಥಕ : ଟିପ୍ପଣୀ
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।
कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।A fact about some part (as opposed to general).
He always reasons from the particular to the general.ಅರ್ಥ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
ಉದಾಹರಣೆ :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
ಸಮಾನಾರ್ಥಕ : ଅସାମାନ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
Surpassing what is common or usual or expected.
He paid especial attention to her.ಅರ್ಥ : ଯାହା ସାମାନ୍ୟ ନୁହେଁ
ಉದಾಹರಣೆ :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
ಸಮಾನಾರ್ಥಕ : ଅସାଧାରଣ, ଅସାମାନ୍ୟ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ସ୍ପେସାଲ୍
ಇತರ ಭಾಷೆಗಳಿಗೆ ಅನುವಾದ :