ಅರ್ಥ : ବିଶିଷ୍ଟ ହେବାର ଅବସ୍ଥା ବା ଭାବ ବା ଗୁଣ
ಉದಾಹರಣೆ :
ହୀରାର ବିଶିଷ୍ଟତା ହେଲା ଏହା ଅନ୍ଧାରରେ ବି ଚମକୁଥାଏ
ಸಮಾನಾರ್ಥಕ : ବିଶେଷତା
ಇತರ ಭಾಷೆಗಳಿಗೆ ಅನುವಾದ :
A distinguishing quality.
characteristicಅರ್ಥ : ଏପରି ଗୁଣ, ଜ୍ଞାନ, ଅନୁଭବ, ଯୋଗ୍ୟତା ଓ କୁଶଳତା ଆଦି ଯାହା କାହାର କୌଣସି ପଦ, ସ୍ଥିତି, ଓ ପେଷା ଆଦି ପାଇଁ ଉପଯୁକ୍ତ ସିଦ୍ଧ ହୁଏ
ಉದಾಹರಣೆ :
ଭଲ ପଦ ପାଇଁ ବିଶିଷ୍ଟତା ଆବଶ୍ୟକ
ಸಮಾನಾರ್ಥಕ : ଯୋଗ୍ୟତା