ಅರ್ಥ : ଉଦାର ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସେଠ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭବ୍ୟ ହେବାର ଅବସ୍ଥା, ଗୁଣ, ବା ଭାବ
ಉದಾಹರಣೆ :
ଏହି ରାଜମହଲର ଭବ୍ୟତା ସମସ୍ତଙ୍କୁ ଆକର୍ଷିତ କରେ
ಇತರ ಭಾಷೆಗಳಿಗೆ ಅನುವಾದ :
The quality of being magnificent or splendid or grand.
For magnificence and personal service there is the Queen's hotel.ಅರ್ಥ : ବିଶାଳ ବା ଖୁବ ବଡ଼ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଏହି ଅଟ୍ଟାଳିକାଟି ତାର ବିଶାଳତା ଓ ଶୁନ୍ଶାନ୍ ଅବସ୍ଥାପାଇଁ ଭାରି ଖାଁ ଖାଁ ଲାଗୁଛି
ಸಮಾನಾರ್ಥಕ : ଦୀର୍ଘତା
ಇತರ ಭಾಷೆಗಳಿಗೆ ಅನುವಾದ :
Unusual largeness in size or extent or number.
enormousness, grandness, greatness, immenseness, immensity, sizeableness, vastness, wideness