ಅರ್ಥ : ଜଣେ ଅନ୍ୟଜଣଙ୍କର ବିପରୀତରେ ବା ଭିନ୍ନ ଦିଗରେ ରହିବା,ହେବା, ବା ଚାଲିବା
ಉದಾಹರಣೆ :
ବିପକ୍ଷୀ ବ୍ୟକ୍ତିଙ୍କ ମଧ୍ୟରେ କେବେ ବି ସଂଘର୍ଷ ହୋଇନାହିଁ
ಸಮಾನಾರ್ಥಕ : ବିପକ୍ଷୀ
ಇತರ ಭಾಷೆಗಳಿಗೆ ಅನುವಾದ :
एक दूसरे से विपरीत या भिन्न दिशा में रहने, होने या चलने वाला।
अपसादी व्यक्तियों की कभी मुठभेड़ नहीं हुई।Moving or facing away from each other.
Looking in opposite directions.ಅರ್ಥ : ଯାହା ଉପରେ ବିବାଦ କରାଯାଇ ପାରେ ବା ଉଠି ପାରେ
ಉದಾಹರಣೆ :
କିଛି ନେତା ବିବାଦୀ ଭାଷଣ ପ୍ରଦାନକରି ଲୋକମାନଙ୍କ ଭିତରେ ଲଢ଼େଇ କରିଦେଉଛନ୍ତି
ಸಮಾನಾರ್ಥಕ : ବିବାଦକାରୀ, ବିବାଦୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
Marked by or capable of arousing controversy.
The issue of the death penalty is highly controversial.ಅರ್ಥ : ଯାହା ସମ୍ପର୍କରେ ବିବାଦ ବା ଯୁକ୍ତିତର୍କ ହୋଇପାରେ
ಉದಾಹರಣೆ :
ମୁଁ କୌଣସି ବିବାଦାସ୍ପଦ ମାମଲାରେ ପଡ଼ିବାକୁ ଚାହୁଁନାହିଁ
ಸಮಾನಾರ್ಥಕ : ବିବାଦସ୍ପଦ
ಇತರ ಭಾಷೆಗಳಿಗೆ ಅನುವಾದ :
Marked by or capable of arousing controversy.
The issue of the death penalty is highly controversial.ಅರ್ಥ : ଯେ ଝଗଡ଼ା କରୁଥାଏ
ಉದಾಹರಣೆ :
ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
ಸಮಾನಾರ್ಥಕ : କଳିକାଣ୍ଡେଇ, କଳିକାରୀ, କଳିହା, ଝଗଡ଼ାକାରୀ, ବିବାଦକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
Given to or characterized by argument.
An argumentative discourse.