ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବିନ୍ୟାସ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବିନ୍ୟାସ   ବିଶେଷ୍ୟ

ಅರ್ಥ : କୌଣସି ବସ୍ତୁକୁ ଯଥାସ୍ଥାନ ବା ଠିକକ୍ରମରେ ରଖିବାର ପ୍ରକ୍ରିୟା

ಉದಾಹರಣೆ : କକ୍ଷର ସଜ୍ଜା ସମସ୍ତଙ୍କ ମନ ମୋହିନେଲା

ಸಮಾನಾರ್ಥಕ : ରଚନା, ସଜ୍ଜା


ಇತರ ಭಾಷೆಗಳಿಗೆ ಅನುವಾದ :

किसी वस्तु को यथास्थान या ठीक क्रम में जमाने की क्रिया।

कक्ष अभिन्यास ने सबका मन मोह लिया।
अभिन्यास

ಅರ್ಥ : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି

ಉದಾಹರಣೆ : ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ

ಸಮಾನಾರ್ಥಕ : ଗଠନ, ନିର୍ମାଣ, ପ୍ରଣୟନ, ରଚନା


ಇತರ ಭಾಷೆಗಳಿಗೆ ಅನುವಾದ :

लोगों या वस्तुओं की व्यवस्था या क्रम जो एक इकाई के रूप में हो।

सुरक्षात्मक रचना को भेद पाना आसान नहीं।
बनावट, योजना, रचना

An arrangement of people or things acting as a unit.

A defensive formation.
A formation of planes.
formation

ಅರ್ಥ : କୌଣସି ଜିନିଷର ଯଥାସ୍ଥାନ ବା ଠିକ କ୍ରମରେ ରହିବାର ଅବସ୍ଥା

ಉದಾಹರಣೆ : ମେଜଉପରେ ରଖା ହୋଇଥିବା ପୁଷ୍ପଗୁଚ୍ଛର ପୁଷ୍ପ ବିନ୍ୟାସ ବହୁତ ସୁନ୍ଦର