ಅರ್ಥ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ಉದಾಹರಣೆ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ಸಮಾನಾರ್ಥಕ : ଆଇନ, କାନୁନ, ନିୟମ, ବିଧାନ
ಇತರ ಭಾಷೆಗಳಿಗೆ ಅನುವಾದ :
Legal document setting forth rules governing a particular kind of activity.
There is a law against kidnapping.ಅರ್ಥ : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ಉದಾಹರಣೆ :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ಸಮಾನಾರ್ಥಕ : ଉପାୟ, ପ୍ରଯତ୍ନ, ବାଟ, ମାର୍ଗ, ଯତ୍ନ, ରାସ୍ତା, ସାଧନ
ಇತರ ಭಾಷೆಗಳಿಗೆ ಅನುವಾದ :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।