ಅರ್ಥ : ରାଜାଜ୍ଞାରେ ଗିରଫ ହୋଇଥିବା ପ୍ରତିବାଦୀ
ಉದಾಹರಣೆ :
ବିଦ୍ରୋହୀ ଉପରେ କଡା ନଜର ରଖା ଯାଉଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ବିଦ୍ରୋହ କରେ
ಉದಾಹರಣೆ :
ପୋଲିସ ଗୁଳି ଚାଳନାରେ ଚାରିଜଣ ବିଦ୍ରୋହୀ ମରିଗଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A person who takes part in an armed rebellion against the constituted authority (especially in the hope of improving conditions).
freedom fighter, insurgent, insurrectionist, rebelಅರ್ಥ : ଯେ କାହା ବିରୁଦ୍ଧରେ ବିଦ୍ରୋହ କରେ
ಉದಾಹರಣೆ :
ବିଦ୍ରୋହୀ ଲୋକମାନେ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ
ಸಮಾನಾರ್ಥಕ : ଆନ୍ଦୋଳନକାରୀ, ବାଗୀ
ಇತರ ಭಾಷೆಗಳಿಗೆ ಅನುವಾದ :
Boldly resisting authority or an opposing force.
Brought up to be aggressive and defiant.