ಅರ್ಥ : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
ಉದಾಹರಣೆ :
ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
ಇತರ ಭಾಷೆಗಳಿಗೆ ಅನುವಾದ :
A preparation of the leaves and flowers of the hemp plant. Much used in India.
bhangಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ବିଜୟାରେ ଆଠଟି ବର୍ଣ୍ଣ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
ಉದಾಹರಣೆ :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
ಸಮಾನಾರ್ಥಕ : ଦଶରା, ଦଶହରା, ବିଜୟା ଦଶମୀ
ಇತರ ಭಾಷೆಗಳಿಗೆ ಅನುವಾದ :
A day or period of time set aside for feasting and celebration.
festivalಅರ್ಥ : ପାର୍ବତୀଙ୍କ ଜଣେ ସଖୀ
ಉದಾಹರಣೆ :
ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଯମଙ୍କ ପତ୍ନୀ
ಉದಾಹರಣೆ :
ଧୂମ୍ରୋରୂପାଙ୍କ ବର୍ଣ୍ଣନା ପୁରାଣରୁ ମିଳେ
ಸಮಾನಾರ್ಥಕ : ଧୂମ୍ରୋରୂପା
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : ଏକ ମାତ୍ରା ଛନ୍ଦ
ಉದಾಹರಣೆ :
ବିଜୟାରେ ଦଶଟି ମାତ୍ରା ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :