ಅರ್ಥ : ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
ಉದಾಹರಣೆ :
ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
ಸಮಾನಾರ್ಥಕ : ଇସ୍ତାହାର, ବିଜ୍ଞପ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A public promotion of some product or service.
ad, advert, advertisement, advertising, advertizement, advertizingಅರ್ಥ : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା
ಉದಾಹರಣೆ :
କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
ಸಮಾನಾರ್ಥಕ : ପ୍ରଚାର
ಇತರ ಭಾಷೆಗಳಿಗೆ ಅನುವಾದ :
A public promotion of some product or service.
ad, advert, advertisement, advertising, advertizement, advertizingಅರ್ಥ : କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ ବତାଯାଏ
ಉದಾಹರಣೆ :
ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି
ಸಮಾನಾರ್ಥಕ : ସୂଚନାପତ୍ର ପୋଷ୍ଟର
ಇತರ ಭಾಷೆಗಳಿಗೆ ಅನುವಾದ :